200+ ଓଡ଼ିଆ ବିପରୀତାର୍ଥବୋଧକ ଶବ୍ଦ | Odia Antonyms Words - Odia Grammar

ବିପରୀତାର୍ଥବୋଧକ ଶବ୍ଦ

ପ୍ରତ୍ୟେକ ଭାଷାରେ କେତେକ ନିର୍ଦ୍ଦିଷ୍ଟ ବିପରୀତାର୍ଥବୋଧକ ଶବ୍ଦର ପ୍ରୟୋଗ ଦେଖାଯାଏ। ଆମ ଭାଷାରେ ମଧ୍ୟ ସେହିପରି ଅନେକ ଶବ୍ଦ ରହିଅଛି। କେତେକ ସ୍ଥଳରେ ଆପେକ୍ଷିକ ଶବ୍ଦଗୁଡ଼ିକୁ ମଧ୍ୟ ବିପରୀତାର୍ଥବୋଧକ ଶବ୍ଦରୂପେ ଗ୍ରହଣ କରାଯାଏ। ଯଥା- 'ସରଳ'ର ବିପରୀତାର୍ଥବୋଧକ ଶବ୍ଦ 'ଜଟିଳ', ମାତ୍ର 'କୁଟିଳ' ମଧ୍ୟ ହୋଇପାରେ। ସେହିପରି 'ଆନନ୍ଦ'ର ବିପରୀତାର୍ଥବୋଧକ ଶବ୍ଦ 'ନିରାନନ୍ଦ' କିନ୍ତୁ 'ବିଷାଦ' ମଧ୍ୟ ହୋଇପାରେ।




Table of Odia Antonyms Words List (In Alphabetical Order)


ବିପରୀତାର୍ଥବୋଧକ ଶବ୍ଦ - 

Odia Antonyms Words

ଶବ୍ଦ ବିପରୀତାର୍ଥବୋଧକ ଶବ୍ଦ

ଅଗ

ମୂଳ

ଅଗ୍ର

ପଶ୍ଚାତ

ଅଧିକ

ଅନଧିକ/ଊଣା

ଅନୁରାଗ

ବିରାଗ

ଅନୁକୂଳ

ପ୍ରତିକୂଳ

ଅମୃତ

ବିଷ/ହଳାହଳ

ଅନୁରକ୍ତ

ବିରକ୍ତ

ଅନୁଗ୍ରହ

ନିଗ୍ରହ

ଅପେକ୍ଷା

ଉପେକ୍ଷା

ଅଭିଜ୍ଞ

ଅନଭିଜ୍ଞ

ଅସଲ

ନକଲ

ଅଲଣା

ଲୁଣିଆ

ଅବାଧ୍ୟ

ବାଧ୍ୟ

ଅପାୟ

ଉପାୟ

ଅସୀମ

ସସୀମ

ଆଗ

ପଛ

ଆଦ୍ୟ

ପ୍ରାନ୍ତ

ଆକାଶ

ପାତାଳ

ଆନନ୍ଦ

ନିରାନନ୍ଦ, ବିଷାଦ

ଆରମ୍ଭ

ଶେଷ

ଆପଣା

ପର

ଆଲୁଅ

ଅନ୍ଧାର

ଆସ୍ତିକ

ନାସ୍ତିକ

ଆଶୀର୍ବାଦ

ଅଭିଶାପ

ଆବିର୍ଭାବ

ତିରୋଭାବ, ତିରୋଧନ

ଆବାହନ

ବିସର୍ଜନ

ଆଦାନ

ପ୍ରଦାନ

ଆର୍ଦ୍ର

ଶୁଷ୍କ

ଆରୋହ

ଅବରୋହ

ଆରୋହଣ

ଅବରୋହଣ

ଇହ

ପର

ଇଷ୍ଟ

ଅନିଷ୍ଟ

ଉଦ୍ ବେଗ

ନିରୁଦ୍ ବେଗ

ଉତ୍ଥାନ

ପତନ

ଉପକାର

ଅପକାର

ଉଦୟ

ଅସ୍ତ

ଉନ୍ନତି

ଅବନତି

ଉଠାଣି

ଗଡ଼ାଣି

ଉପଚୟ

ଅପଚୟ

ଉତ୍କର୍ଷ

ଅପକର୍ଷ

ଉଦାର

ଅନୁଦାର

ଉଚ୍ଚ

ନୀଚ

ଉତ୍ସାହ

ନିରୁତ୍ସାହ

ଉର୍ବର

ଅନୁର୍ବର

ଐହିକ

ପାରତ୍ରିକ

ଓଦା

ଶୁଖିଲା

କପଟ

ନିଷ୍ଟପଟ, ଅକପଟ

କଠିନ

କୋମଳ

କୀର୍ତ୍ତୀ

ଅପକୀର୍ତ୍ତି, ଅକୀର୍ତ୍ତି

କୃତଜ୍ଞ

କୃତଘ୍ନ

କୃପଣ

ବଦାନ୍ୟ

କଞ୍ଚା

ପାଚିଲା

କାରଣ

ଅକାରଣ

କୁକର୍ମ

ସୁକର୍ମ

ଖାଲ

ଢ଼ିପ

ଖୋଲା

ମୁଦା

ଖରାପ

ଭଲ

ଖେଦ

ହର୍ଷ

ଗୁରୁ

ଲଘୁ

ଗରିମା

ଲଘିମା

ଗମ୍ୟ

ଅଗମ୍ୟ

ଚେତନ

ଅଚେତନ

ଚେମଡ଼ା

ମସ୍କା

ଚଳ

ଅଚଳ

ଚଞ୍ଚଳ

ମଠ/ଧୀର

ଜନ୍ମ

ମୃତ୍ୟୁ

ଜାତ/ ଜୀବନ୍ତ

ଅଜାତ/ ମୃତ

ଜ୍ୟେଷ୍ଠ

କନିଷ୍ଠ

ଜାଗ୍ରତ

ସୁପ୍ତ

ଜ୍ୱଳନ୍ତ

ନିର୍ବାପିତ

ଜୁଆର

ଭଟ୍ଟା

ଜୀର୍ଣ୍ଣ

ଅଜୀର୍ଣ୍ଣ

ଜନ୍ମ

ମରଣ

ଜ୍ଞାତ

ଅଜ୍ଞାତ

ଜ୍ଞାନୀ

ଅଜ୍ଞାନୀ

ଡେଙ୍ଗା

ଗେଡା, ବାଙ୍ଗରା

ତୁଷ୍ଟ

ରୁଷ୍ଟ

ତୋଷ

ରୋଷ

ଥଣ୍ଡା

ଗରମ

ଦିନ

ରାତି

ଦୁଷ୍ଟ

ଶିଷ୍ଟ

ଦୁଷ୍କର୍ମ

ସୁକର୍ମ

ଦୋଷୀ

ନିର୍ଦ୍ଦୋଷ

ଦୁର୍ବଳ

ସବଳ

ଦୟାଳୁ

ନିର୍ଦ୍ଦୟ

ଦୁର୍ଦ୍ଦାନ୍ତ

ନିରୀହ

ଧନୀ

ନିର୍ଦ୍ଧନ

ଧର୍ମ

ଅଧର୍ମ

ଧୀର

ଅଧୀର, ଚଞ୍ଚଳ

ନର୍କ, ନରକ

ସ୍ୱର୍ଗ

ବିପରୀତାର୍ଥବୋଧକ ଶବ୍ଦ - 

Odia Antonyms Words

ଶବ୍ଦ ବିପରୀତାର୍ଥବୋଧକ ଶବ୍ଦ

ନିତ୍ୟ

ଅନିତ୍ୟ

ନିଦା

ପୋଲା

ନବୀନ

ପ୍ରାଚୀନ

ନୂତନ

ପୁରାତନ

ନିନ୍ଦ

ପ୍ରଶଂସା

ନୀତି

ଅନୀତି

ନୂଆ

ପୁରୁଣା

ନିଶ୍ଚିତ

ଅନିଶ୍ଚିତ

ନିର୍ବାଣ

ଅନିର୍ବାଣ

ନିୟମ

ବେନିୟମ, ଅନିୟମ

ନିଜ

ପର

ନିଷ୍କାମ

ସକାମ

ନିର୍ଦ୍ଦିଷ୍ଟ

ଅନିର୍ଦ୍ଦିଷ୍ଟ

ନିରପେକ୍ଷ

ସାପେକ୍ଷ, ପକ୍ଷପାତ

ନ୍ୟାୟ

ଅନ୍ୟାୟ

ପଣ୍ଡିତ

ମୂର୍ଖ

ପଡ଼ିଆ

ଉଠିଆ

ପ୍ରତ୍ୟୁଷ

ପ୍ରଦୋଷ

ପରୋକ୍ଷ

ପ୍ରତ୍ୟକ୍ଷ

ପାପ

ପୁଣ୍ୟ

ପ୍ରସନ୍ନ

ଅପ୍ରସନ୍ନ, ବିଷଣ୍ଣ

ପୁରସ୍କାର

ତିରସ୍କାର

ପ୍ରାକୃତିକ

କୃତ୍ରିମ

ପ୍ରବୃତ୍ତି

ନିବୃତ୍ତି

ପ୍ରସାରଣ

ସଙ୍କୋଚନ

ପକ୍ଷପାତିତା

ନିରପେକ୍ଷତା

ପରିଣାମ

ଅପରିଣାମ

ପ୍ରାଚୀନ

ଅର୍ବାଚୀନ, ନବୀନ

ବଳକା

ନିଅଣ୍ଟ

ବନ୍ଧନ

ମୋଚନ

ବାହାର

ଭିତର

ବଦ୍ଧ

ମୁକ୍ତ

ବିଭକ୍ତ

ଅବିଭକ୍ତ

ବାହ୍ୟ

ଅାଭ୍ୟନ୍ତରୀଣ

ଭଲ

ମନ୍ଦ

ଭୀମ

କାନ୍ତ

ଭୀରୁ

ନିର୍ଭୀକ

ଭେଦ

ଅଭେଦ

ଭକ୍ଷକ

ରକ୍ଷକ

ମଲା

ଜୀଅନ୍ତା

ମାନ

ଅପମାନ

ମସୃଣ

ବନ୍ଧୁର

ମଠ

ଚଞ୍ଚଳା

ମହଙ୍ଗା

ଶସ୍ତା

ମୂକ

ବାଚାଳ

ମାରଣ

ତାରଣ

ମୁଖ୍ୟ

ଗୌଣ

ମଇଳା, ମସିଆ

ସଫା

ମିଶ୍ରିତ

ଅମିଶ୍ରିତ

ମୀମାଂସା

ଅମୀମାଂସା

ମିତ୍ର

ଶତ୍ରୁ

ରୁଗ୍ ଣ, ରୋଗୀ

ନୀରୋଗ

ରୋଜଗାର

ବୋରୋଜଗାର

ଲୋଭୀ

ନିର୍ଲୋଭ

ସଂକୀର୍ଣ୍ଣ

ପ୍ରଶସ୍ତ

ସଂଯୋଗ

ବିଯୋଗ

ସମ

ବିଷମ

ସୁଖୀ

ଅସୁଖୀ, ଦୁଃଖୀ

ସୁଗମ

ଦୁର୍ଗମ

ସୁଖ

ଦୁଃଖ

ସଶ୍ରମ

ଅଶ୍ରମ

ସପକ୍ଷ

ବିପକ୍ଷ

ସବଳ

ଦୁର୍ବଳ

ସଂକ୍ଷିପ୍ତ

ବିସ୍ତୃତ

ସଜ

ବାସି

ସମଷ୍ଟି

ବ୍ୟଷ୍ଟି

ସାମ୍ୟ

ବୈଷମ୍ୟ

ସୂକ୍ଷ୍ମ

ସ୍ଥୂଳ

ସୁଲଭ

ଦୁର୍ଲଭ

ସୁକୃତ

ଦୁଷ୍କୃତ

ସରଳ

ଜଟିଳ, କୁଟିଳ, ବକ୍ର

ସୁ

କୁ

ସୁନ୍ଦର

ଅସୁନ୍ଦର, କୁତ୍ସିତ

ସୁଗୁଣ

ଦୁର୍ଗୁଣ

ସ୍ଥାବର

ଅସ୍ଥାବର

ସମ୍ପଦ

ବିପଦ

ସାକ୍ଷର

ନିରକ୍ଷର

ସ୍ୱତନ୍ତ୍ର

ପରତନ୍ତ୍ର

ସ୍ୱାଧୀନ

ପରାଧୀନ

ସାଧୁ

ଅସାଧୁ

ସ୍ୱକୀୟ

ପରକୀୟ

ସୁଖ

ଦୁଃଖ

ହର୍ଷ

ବିଷାଦ

ହ୍ରସ୍ୱ

ଦୀର୍ଘ

ହ୍ରାସ

ବୃଦ୍ଧି

ହିସାବୀ

ବେହିସାବୀ

ହାନି

ଲାଭ

କ୍ଷୁଦ୍ର

ବୃହତ୍

କ୍ଷତ

ଅକ୍ଷତ


ଆପେକ୍ଷିକ ବିପରୀତାର୍ଥବୋଧକ ଶବ୍ଦର ଉଦାହରଣ -

ବିପରୀତାର୍ଥବୋଧକ ଶବ୍ଦ - 

Odia Antonyms Words

ଶବ୍ଦ ବିପରୀତାର୍ଥବୋଧକ ଶବ୍ଦ

ଅରୁଆ

ଉଷୁନା

ଅସ୍ତ୍ର

ଶସ୍ତ୍ର

ଆଗ

ପଛ

ଆଜି

କାଲି

କଳା

ଧଳା

କାୟା

ଛାୟା

ଖଟା

ମିଠା

ଖାତକ

ମହାଜନ

ଜଳ

ସ୍ଥଳ

ଦୈର୍ଘ୍ୟ

ପ୍ରସ୍ଥ

ଯଜମାନ

ପୁରୋହିତ

ବିପରୀତାର୍ଥବୋଧକ ଶବ୍ଦ - 

Odia Antonyms Words

ଶବ୍ଦ ବିପରୀତାର୍ଥବୋଧକ ଶବ୍ଦ

ପିଲା

ବୁଢ଼ା

ପ୍ରଶ୍ନ

ଉତ୍ତର

ବକ୍ତା

ଶ୍ରୋତା

ବାଳୁତ

ବୃଦ୍ଧା

ମୁଦେଇ

ମୁଦାଲା

ରାଜା

ପ୍ରଜା

ଶାରୀରିକ

ମାନସିକ

ସ୍ୱର୍ଗ

ମର୍ତ୍ତ୍ୟ

ପତି

ପତ୍ନୀ

ପିତା

ପୁତ୍ର



Dear Readers, If you new words in Odia Antonyms, Please suggest that by commenting below




Source of Information- ଓଡ଼ିଆ ବ୍ୟାକରଣ (ଦଶମ ଶ୍ରେଣୀ)

6 Comments

Please Comment & Share to Support us - Thank You
ଦୟାକରୀ ନିଜର ମତାମତ ଦିଅନ୍ତୁ ଓ ସେୟାର କରି ସହଯୋଗ କରନ୍ତୁ - ଧନ୍ୟବାଦ
कृपया हमें समर्थन करने के लिए टिप्पणी करें और शेयर करें - धन्यवाद

Previous Post Next Post

Responsive Ad